ମିଠା, ମୃଦୁ ପାନୀୟ ଛାଡ଼ନ୍ତୁ | ଏହା ଦ୍ବାରା ଗୁକୋଜ୍, ଫୁଟେଜ୍ ଆଦି ଶରୀରକୁ ଯାଏନାହିଁ। ଉଦରରେ ଚର୍ବି ଜମିବା ସମସ୍ୟା କମେ | ଅଣ୍ଟା ପତଳା ହେବା ସହ ସୌନ୍ଦର୍ଯ୍ୟ ବଢ଼େ | ଅଣ୍ଡାର ଧଳା ଅଂଶ, ମାଛ, ଖିର, ଶସ୍ୟ ଜାତୀୟ ଖାଦ୍ୟ, ଗାଜର, ବ୍ରୋକୋଲି ଆଦି ଅଧିକ ଖାଆନ୍ତୁ । ଏହା ଦ୍ବାରା ଓଜନ ବଢ଼େନାହିଁ । ଚର୍ବି ଜମେନାହିଁ । ଶ୍ଵେତସାର ଜାତୀୟ ଖାଦ୍ୟ କମାଇ ତନ୍ତୁ ଜାତୀୟ ଖାଦ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ। ସକାଳେ ବ୍ୟାୟାମ କରନ୍ତୁ, ଓଜନ ନିୟନ୍ତ୍ରଣରେ ରହିବା ଉଷୁମ ଜଳରେ ଲେମ୍ବୁ ରସ ଫେଣ୍ଟି ଖାଲି ପେଟରେ ପିଅନ୍ତୁ , ଚର୍ବି କମିବ ଓ ପ୍ରତିରୋଧକ ଶକ୍ତି ବଢ଼ିବ । ସବୁଜ ଚାହା ଏଣ୍ଟିଅକ୍ସିଡାଣ୍ଟଯୁକ୍ତ ଏବଂ ଓଜନ ହାସକାରୀ। ଅନିଦ୍ରା ରୁହନ୍ତୁ ନାହିଁ। ଯଥେଷ୍ଟ ପାଣି ପିଅନ୍ତୁ |
Loading...
Share It
- 2Shares